• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଆହତ ଅବସ୍ତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି

ଅନୁଗୋଳ ଜିଲ୍ଲା ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମ ନିକଟରେ ଷୋମବାର ଅପରାହ୍ନରେ ଗୋଟିଏ କାର ଭାରସାମ୍ୟ ହରାଇ ବିଲ ମଝିକୁ ପଶି ଯାଇଛି। କାରରେ ତିନି ଜଣ ଥିବା ସ୍ଥାନୀୟ ଲୋକମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । କାରରେ ତିନିଜଣ ବ୍ୟକ୍ତି ଅନୁଗୋଳ ଆଡୁ ଆସୁଥିବା ବେଳେ ଖଣ୍ଡହାତ ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *