• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଜ୍ୟ ସ୍ତରୀୟ ବନ ବିଭାଗ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

Bymamatanews

Oct 3, 2024
Spread the love

ଫରେଷ୍ଟ ରେଞର୍ସ ଟ୍ରେନିଂ କଲେଜ ଠାରେ ୨ ଦିନିଆ ରାଜ୍ୟ ସ୍ତରାୟ ବନ ବିଭାଗ କ୍ରୀଡା ପ୍ରତିଯୋଗିତା ଊଦଘାଟିତ ହୋଇଯାଇଛି । ଏହି ଊଦଘାଟନୀ ଊତ୍ସବରେ ଓଡିଶା ବନଖଣ୍ଡ ଊନ୍ନୟନ ନିଗମ ( ଓ ଏଫ୍ ଡି ସି) ପରିଚାଳନା ନିର୍ଦ୍ଦେଶକ ସୁରେଶ ପନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥ‌ିବାବେଳେ ଆଂଚଳିକ ମୁଖ୍ୟ ବନ ସରଂକ୍ଷକ ସୁଧାଂଶୁ ଶେଖର ଖରା, ବନ ସରଂକ୍ଷକ କାର୍ଷିକ ଭି ଓ ଫରେଷ୍ଟ ରେଞର୍ସ ଟ୍ରେନିଂ କଲେଜର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ଅନୁଗୋଳ, ବ୍ରହ୍ମପୁର, ନବରଙ୍ଗପୁର ଓ ସମ୍ବଲପୁର ଜୋନର ପ୍ରାୟ ୩୭୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ୪୦୦, ୮୦୦, ୧୫୦୦, ୧୦ ହଜାର ମିଟର ୱାକ, ୧୦୦, ୨୦୦, ୪୦୦, ୮୦୦ ଓ ୫୦୦୦ ମିଟର ରେସ୍, ସଟ ଫୁଟ୍ ଓ ଡିସକସ୍ ଥ୍ରୋ, ହାଇଜମ୍ପ, ବ୍ୟାଡମିଟନ, ଟେବୁଲ ଟେନିସ୍, ସନ୍ତ ରଣ ଭଳି ୨୧ଟି ଇଭେଣ୍ଟରେ ପ୍ରତିଯୋଗିତା ରହିଛି । ସେହିପରି ୨ୟ ଦିନରେ ୨୫ କି.ମି ମାରାଥନ, ୧୫୦୦ ମିଟର ରେସ୍, ୪୦୦ ମିଟର ରିଲେ ଭଳି ମୋଟ ୮ ଗୋଟି ଇଭେଣ୍ଟର ପ୍ରତିଯୋଗିତା କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଂକ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବନଖଣ୍ଡ ଅଧିକାରୀ ନିତିଶ୍ କୁମାର, ଜିଲ୍ଲା କ୍ରୀଡା ଅଧୂକାରୀ ଅକ୍ଷୟ କୁମାର ସିଠ, ବିଭିନ୍ନ ବନଖଣ୍ଡର କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ବାଇଟ 1 – ସୁଧାଂଶୁ ଶେଖର ଖରା,RCCF ନମସ୍ତେ

ଫରେଷ୍ଟ ରେଞର୍ସ ଟ୍ରେନିଂ କଲେଜ ଠାରେ ୨ ଦିନିଆ ରାଜ୍ୟ ସ୍ତରାୟ ବନ ବିଭାଗ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଏହି ଊଦଘାଟନୀ ଊତ୍ସବରେ ଓଡିଶା ବନଖଣ୍ଡ ଊନ୍ନୟନ ନିଗମ ( ଓ ଏଫ୍ ଡି ସି) ପରିଚାଳନା ନିର୍ଦ୍ଦେଶକ ସୁରେଶ ପନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥ‌ିବାବେଳେ ଆଂଚଳିକ ମୁଖ୍ୟ ବନ ସରଂକ୍ଷକ ସୁଧାଂଶୁ ଶେଖର ଖରା, ବନ ସରଂକ୍ଷକ କାର୍ଷିକ ଭି ଓ ଫରେଷ୍ଟ ରେଞର୍ସ ଟ୍ରେନିଂ କଲେଜର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ଅନୁଗୋଳ, ବ୍ରହ୍ମପୁର, ନବରଙ୍ଗପୁର ଓ ସମ୍ବଲପୁର ଜୋନର ପ୍ରାୟ ୩୭୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ୪୦୦, ୮୦୦, ୧୫୦୦, ୧୦ ହଜାର ମିଟର ୱାକ, ୧୦୦, ୨୦୦, ୪୦୦, ୮୦୦ ଓ ୫୦୦୦ ମିଟର ରେସ୍, ସଟ ଫୁଟ୍ ଓ ଡିସକସ୍ ଥ୍ରୋ, ହାଇଜମ୍ପ, ବ୍ୟାଡମିଟନ, ଟେବୁଲ ଟେନିସ୍, ସନ୍ତ ରଣ ଭଳି ୨୧ଟି ଇଭେଣ୍ଟରେ ପ୍ରତିଯୋଗିତା ରହିଛି । ସେହିପରି ୨ୟ ଦିନରେ ୨୫ କି.ମି ମାରାଥନ, ୧୫୦୦ ମିଟର ରେସ୍, ୪୦୦ ମିଟର ରିଲେ ଭଳି ମୋଟ ୮ ଗୋଟି ଇଭେଣ୍ଟର ପ୍ରତିଯୋଗିତା କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଂକ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବନଖଣ୍ଡ ଅଧିକାରୀ ନିତିଶ୍ କୁମାର, ଜିଲ୍ଲା କ୍ରୀଡା ଅଧୂକାରୀ ଅକ୍ଷୟ କୁମାର ସିଠ, ବିଭିନ୍ନ ବନଖଣ୍ଡର କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *