• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ତେନ୍ତୁଲିବେଲାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଙ୍କ ନାମରେ ଅଭିଯୋଗ କୁ ଖଣ୍ଡନ କଲେ ପ୍ରଧାନଶିକ୍ଷକ

Bymamatanews

Dec 3, 2024
Spread the love


ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ବାଲିକୁଦା କୁସୁପୁର ସ୍ଥିତ ତେନ୍ତୁଲିବେଲାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ନାଥଙ୍କ ନାମରେ କିଛି କୁଚକ୍ରୀ ଗୋଷ୍ଟି ଉଦେଶ୍ୟ ମୂଳକ ଭାବେ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଏବଂ କ୍ରୀଡା ସାମଗ୍ରୀ କିଣା ରେ ବ୍ୟାପକ ଅନିୟମିତତା ହୋଇଥିବା ସଂକ୍ରାନ୍ତ ରେ ପ୍ରଧାନ ଶିକ୍ଷକ ଙ୍କ ନିକଟରେ ଅଭିଯୋଗ କରିଥିଲେ | ପ୍ରଧାନ ଶିକ୍ଷକ ଘଟଣାର ନିରପେକ୍ଷ ତଦନ୍ତ କରି କ୍ରୀଡା ଶିକ୍ଷକ ଙ୍କ ନାମରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *