• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଓଡିଶା ହାବିଲଦାର, କନେଷ୍ଟେବଳ, ଓ ଡ୍ରାଇଭର ଶାଖା ସଂଘ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

Bymamatanews

Nov 4, 2024
Spread the love

ଜଗତସିଂହପୁର ଜ଼ିଲ୍ଲା ହାବିଲଦାର, କନେଷ୍ଟବଳ ଓ ଡ୍ରାଇଭର ଶାଖା ସଂଘ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ କଲ୍ୟାଣ ମଣ୍ଡପ ଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର ପଣ୍ଡା, ଡି ଆଇ ଭି DSP ସତ୍ୟବ୍ରତ ଦାଶ, ଆର ଆଇ ଉମାକାନ୍ତ ବେହେରା, ସମ୍ବିତ କୁମାର ସାମଲ, ଦୀପକ କୁମାର ପରିଡା, ବାନାମ୍ବର ଦାସ ପ୍ରମୁଖ ଯୋଗଦେଇ ଓଡିଶା ପୋଲିସ ଜଗତସିଂହପୁର ଜ଼ିଲ୍ଲା ହାବିଲଦାର, କନେଷ୍ଟେବଳ ଓ ଡ୍ରାଇଭର ଶାଖା ସଂଘ ର ସଭାପତି ରଶ୍ମି ରଞ୍ଜନ ଆଚାର୍ଯ୍ୟ, ଉପ ସଭାପତି ଜିତେନ୍ଦ୍ର ପ୍ରସାଦ ସ୍ୱାଇଁ, ସମ୍ପାଦକ ପ୍ରେମାନଦ ବାରିକ ସହ-ସମ୍ପାଦକ ମାନସ କୁମାର ବେହେରା, ସରୋଜ କୁମାର ବେହେରା, ସଭ୍ୟ ଆନନ୍ଦ ନାୟକ, ରିତା ସ୍ୱାଇଁ, ଦୀପକ କୁମାର ଧୀରି, ଭାରତ କୁମାର ବେହେରା, ବିଶ୍ୱଜିତ ରାଉତ, ହରିଶ ଚନ୍ଦ୍ର ସିଂ ପ୍ରମୁଖ ଙ୍କୁ ଜ଼ିଲ୍ଲା ଉପ ଆରକ୍ଷୀ ଅଧକ୍ଷକ ଶପଥ ପାଠ କରାଇଥିଲେ

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *