• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପାଣି ପାଇଁ ଡହଳବିକଳ ହେଉଛନ୍ତି ୭୦ ପରିବାର

Bymamatanews

Nov 4, 2024
Spread the love

ଦୃବର୍ତ୍ତମାନେ ଟିକେ ବି ବୁଝୁ ନାହାନ୍ତି ପାଣି ହିଁ ଜୀବନ

ଯେତେ ଧନ ଥାଉ ଯେତେ ଜ୍ଞାନ ଥାଉ ପାଣି ନଥିଲେ ସଂସାର ଚାଳିବା ଅସମ୍ଭବ

ଏହିପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ

ଢେଙ୍କାନାଳ ଜିଲ୍ଲା କନ୍ଧପଡ଼ା ଗ୍ରାମରେ ଲାଗିଥିବା ବୋରୱେଲ ପମ୍ପ କୁ ପ୍ରାୟ ଏକ ମାସ ହେବ ଦୃର୍ବୁତ୍ତ ମାନେ ଚୋରୀ କରିନେଇଚନ୍ତି। ପ୍ରାୟ ୭୦ ପରିବାର ଏହି ବୋରୱେଲ ଉପରେ ନିର୍ଭର କରନ୍ତି। ଏଥିନେଇ ଏକ ମାସ ହେବ ବାରମ୍ୱାର ଅଭିଯୋଗ କରିବା ପରେବି ବିଭାଗୀୟ କତୃପକ୍ଷ ଧ୍ୟାନ ଦେଉନାହାଁନ୍ତି। ଶେଷ ରେ ଆଜି ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *