ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାମ୍ବାଦିକ ସଂଘ ସମସ୍ତ ସଦସ୍ୟ ମାନେ ଶନିବାର ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ ତହସିଲଦାର ରବିନାରାୟଣ ଆଚାର୍ଯ୍ଯ, ଅତିରିକ୍ତ ତହସିଲ୍ ଦାର ଚିନ୍ମୟୀ ସାମନ୍ତ ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଚନ ଦାସ, ବ୍ଲକ କୃଷି ଅଧିକାରୀ ରୋଜାଲିନ ନାୟକ, ଙ୍କୁ ଭେଟି ପୁଷ୍ପ ତୋଡ଼ା ଦେଇ ନବବର୍ଷ ଶୁଭେଚ୍ଛା ଜଣାଇଥିଲେ।

ସଂଘର ସଭାପତି ଅଖିଳ କୁମାର ମହପାତ୍ର, କାର୍ଯ୍ୟକରି ସଭପତି ସଞ୍ଜୟ ବିଶୋଇ,ସମ୍ପାଦକ
ଶଶାଙ୍କ ଶେଖର ସାମଲ, ଉପସଭାପତି ରୁଦ୍ର ମୋହନ ସାହୁ, ସହ ସମ୍ପାଦକ ସୁଶାନ୍ତ କୁମାର ସାମଲ, କୋଷାଧ୍ଯକ୍ଷ ପ୍ରିୟବ୍ରତ ସାମଲ, ଉପଦେଷ୍ଟା ଅଶୋକ ଜେନା, ସୁବାଷ ସାହୁ, ସୁଜିତ ବେହେରା, ତାପସ ଜେନା, ସଞ୍ଜୀପ ପାଇକ, ଅଜିତ ଭୋଇ, କ୍ଷୀରୋଦ ବେହେରା, ଉପଦେଷ୍ଟା ସୁଶିଲ ଆଇଚ, ବୀରେନ ପ୍ରଧାନ, ଚୈତନ୍ୟ ସାହୁ, ରାଜେଶ ପାତ୍ର, ବିଭାଷ ସାମଲ, ମନୋଜ ସାମଲ, ସନୋଜ ସାହୁ, ନିହାର ରଞ୍ଜନ ପଟନାୟକ, ସରୋଜ କାନ୍ତ ଜେନା,ସୂର୍ଯ୍ୟ ନାରାୟଣ ବେହେରା, ଉପସ୍ଥିତ ରହି, ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ମୂଖ୍ୟତ ରାସ୍ତା, ଷ୍ଟ୍ରିଟ ଲାଇଟ, ବସଷ୍ଟାଣ୍ଡ, ଓ ପାଣି ସମ୍ପର୍କରେ ଆଲୋଚନା କରିଥିଲେ।
