• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଜ୍ରପାତ, ବିଜୁଳି ସମ୍ଵନ୍ଧୀୟ ସଚେତନତା ରଥ ଶୁଭାରମ୍ଭ

Bymamatanews

Apr 5, 2025
Spread the love

ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କାର୍ଯ୍ୟାଳୟ ପରିଚାଳନା କର୍ତ୍ତୁପକ୍ଷଙ୍କ ତରଫରୁ ବଜ୍ରପାତ, ବିଜୁଳି ସମ୍ଵନ୍ଧୀୟ ସଚେତନତା ରଥ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟି ଙ୍କ ତତ୍ତ୍ଵାବଧାନରେ ଶୁଭାରମ୍ଭ ହୋଇଯାଇଛି। ଏହି ରଥ ଜିଲ୍ଲାର ସଦର ମହକୁମା ସିଂହ ପ୍ର୍ୟତେକ ବ୍ଲକ, ମୁନିସିପାଲଟି ବନ୍ଦାମିତ ଅଞ୍ଚଳରୁ ଭ୍ରମଣ କରିବା ସହିତ ଜନସାଧାରଣ ଙ୍କ ମଧ୍ୟରେ ବଜ୍ରପାତ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା, ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵସ) ଶ୍ରୀ ଉଦୟ ମହାପାତ୍ର ସହକାରି ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରଧାନ, ଡେପୁଟି ଜିଲ୍ଲାପାଳ (ରାଜସ୍ଵ) ଜୟକୃଷ୍ଣ ପାତ୍ର ଜିଲ୍ଲା ଅପାତ ନଳିନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା ଓ ଜିଲ୍ଲା କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *