ଅନୁଗୁଳ (୦୬/୦୧/୨୦୨୫) ବିଜେପି ର ସଂଗଠନ ପର୍ବ ରେ ଅନୁଗୁଳ ଜିଲ୍ଲାର ୩୧ଟି ମଣ୍ଡଳ ରୁ ୨୭ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପି ର ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅନୁଗୁଳ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରାକ୍ତନ ବିଧାୟକ ନାଉରି ନାୟକ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି |ମଣ୍ଡଳ ସଭାପତି ଭାବେ ଅନୁଗୁଳ ପୌର ମଣ୍ଡଳ ପବନ କୁମାର ମାଣ୍ଡଟିଆ, ବଡକେରା ମଣ୍ଡଳ ସୁଲଭ ଚନ୍ଦ୍ର ଦେହୁରୀ, ବଅଁରପାଳ ମଣ୍ଡଳ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ବନ୍ତଳା ମଣ୍ଡଳ କାଁହୁ ଚରଣ ପ୍ରଧାନ, ଖଲାରୀ ପ୍ରିୟବ୍ରତ ପାଗଲ, ମହୀଧରପୁର ମଣ୍ଡଳ ରାଧାକାନ୍ତ ପଟ୍ଟନାୟକ, ଅଇଡା ମଣ୍ଡଳ ରଂଜିତ କୁମାର ମୁଣ୍ଡା, ଆଠମଲ୍ଲିକ ଏନ ଏସ ସି ମଣ୍ଡଳ ଶୈଳବାଳା ଅମାନ୍ତ, କିଶୋରନଗର ମଣ୍ଡଳ ଧନୁର୍ଜୟ ପ୍ରଧାନ, ମାଧପୁର ମଣ୍ଡଳ ଅନ୍ତର୍ଯ୍ୟାମୀ ମହାଖୁଡ଼, ନାକଚି ମଣ୍ଡଳ ସଂଜୀବ କୁମାର ପାତ୍ର, ସାତକୋଶିଆ ମଣ୍ଡଳ ରାଧାକାନ୍ତ ପଳେଇ, ଠାକୁରଗଡ଼ ମଣ୍ଡଳ ସୁଜିତ କୁମାର ଦେହୁରୀ, ବଡ଼ କେରଜଙ୍ଗ ମଣ୍ଡଳ ସନ୍ତୋଷ କୁମାର ସାହୁ, ବାଗେଡ଼ିଆ ମଣ୍ଡକ ତ୍ରିଲୋଚନ ବେହେରା, ଛେଣ୍ଡିପଦା ମଣ୍ଡଳ ଦୀପକ କୁମାର ପ୍ରଧାନ, ଜରପଡା ମଣ୍ଡଳ ଜୀବନାନନ୍ଦ ସାହୁ, କୋଷଳା ମଣ୍ଡଳ ସୁନୀଲ କୁମାର ପ୍ରଧାନ, କୁକୁଡାଙ୍ଗ ମଣ୍ଡଳ ସମରେନ୍ଦ୍ର ଦେହୁରୀ, ଖମାର ମଣ୍ଡଳ କାର୍ତିକ ହୃଦୟ ଚନ୍ଦ୍ର ପ୍ରଧାନ, ପବିତ୍ର ନଗର ମଣ୍ଡଳ ମନୋଜ କୁମାର ବିଶ୍ୱାଳ, ପାଲଲହଡା ମଣ୍ଡଳ ଆଶିଷ କୁମାର ସାମଲ, ରେଙ୍ଗାଲି ମଣ୍ଡଳ ହରେକୃଷ୍ଣ ପ୍ରଧାନ, ବ୍ରାହ୍ମଣୀ ମଣ୍ଡଳ ଅଜୟ କୁମାର ସାହୁ, ହିଙ୍ଗୁଳା ମଣ୍ଡଳ ମାନସ ରଞ୍ଜନ ସାହୁ, କଣିହାଁ ମଣ୍ଡଳ ସୁଶାନ୍ତ କୁମାର ସାମଲ ଓ ସାରଶକ୍ତି ମଣ୍ଡଳ ର ଦୀପକ କୁମାର ଦାସ ପ୍ରମୁଖ ସଭାପତି ଭାବେ ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କଣଇଛନ୍ତି |

