• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଶ୍ୱକପ୍ ବିଜୟ ପାଇଁ ଭାରତର ୧୯ ବର୍ଷରୁ କମ୍ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Bymamatanews

Feb 7, 2026
Spread the love

ବିଶ୍ୱକପ୍ ବିଜୟ ପାଇଁ ଭାରତର ୧୯ ବର୍ଷରୁ କମ୍ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକପ୍ ଟାଇଟଲ୍ ଜିତିଥିବା ଭାରତର ୧୯ ବର୍ଷରୁ କମ୍ କ୍ରିକେଟ ଦଳର ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।

ଏହି ପ୍ରତିଯୋଗିତାରେ ଅସାଧାରଣ କୌଶଳ ପ୍ରଦର୍ଶନ କରି ଭଲ ଖେଳିଥିବାରୁ ପ୍ରଧାନମନ୍ତ୍ରୀ ଦଳକୁ ପ୍ରଶଂସା କରିଥିଲେ। ଏହି ବିଜୟ ଅନେକ ଯୁବ କ୍ରୀଡ଼ାବିତଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।

ଏକ୍ସରେ ଏକ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି:

“ଭାରତର କ୍ରିକେଟ୍ ପ୍ରତିଭା ଚମକୁଛନ୍ତି !

ବିଶ୍ୱକପ୍ ଘରକୁ ଆଣିଥିବାରୁ ଆମ ୧୯ ବର୍ଷରୁ କମ୍‍ ଦଳ ପାଇଁ ଗର୍ବିତ। ଦଳ ଏହି ପ୍ରତିଯୋଗିତାରେ ଅସାଧାରଣ କୌଶଳ ପ୍ରଦର୍ଶନ କରି ବହୁତ ଭଲ ଖେଳିଛି। ଏହି ବିଜୟ ଅନେକ ଯୁବ କ୍ରୀଡ଼ାବିତଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ। ଆଗାମୀ ପ୍ରୟାସ ପାଇଁ ଖେଳାଳିମାନଙ୍କୁ ଶୁଭେଚ୍ଛା “

Leave a Reply

Your email address will not be published. Required fields are marked *