• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ର ପ୍ରବୋଧ ସ୍ୱାଇଁ ପି.ଜି.ଏସ.ଏ. ଆଈ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

Bymamatanews

Feb 8, 2026
Spread the love

ପ୍ରିୟଙ୍କା ଗାନ୍ଧୀ ସଂଗଠନ ଅଲ ଇଣ୍ଡିଆ( pgsai) ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ସଂଗଠନ ର ରାଷ୍ଟ୍ରୀୟ ସଭାପତି ତଥା ପ୍ରତିଷ୍ଠାତା ଶ୍ରୀ କୋମଲ ଜିତ ସିଂ। ଉପସଭାପତି ତଥା ସଂଯୋଜକ ଜି. ୱାଇ ଙ୍କ ବିଶ୍ୱାସ ଙ୍କ ଅନୁମୋଦନ କ୍ରମେ ଶ୍ରୀ ସ୍ୱାଇଁ ଙ୍କୁ (P. G. S. ଏ. I) ର ଜାତୀୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ସ୍ୱାଇଁ ଛାତ୍ର ଜୀବନ ରୁ ନିଜର ରାଜ ନୈତିକ ପରାକାଷ୍ଠା ଦେଖେଇ ଆସିଛନ୍ତି। ଶ୍ରୀ ସ୍ୱାଇଁ ଅଭିଭକ୍ତ ଢେଙ୍କାନାଳ ଜିଲ୍ହା ଛାତ୍ର କଂଗ୍ରେସ ର ସାଧାରଣ ସମ୍ପାଦକ ଓ ଜିଲ୍ହା ଓ.ବି.ସି ସେଲ ର ସଭାପତି ରୂପେ ନିଜର ଦାୟିତ୍ୱ ନିର୍ବାହ କରି ସାରିଛନ୍ତି।

ତତ ସହିତ ଶ୍ରୀ ସ୍ୱାଇଁ ବିଭିନ୍ନ ସାମାଜିକ ସଂଗଠନ ରେ ନିଜର ଦାୟିତ୍ୱକୁ ନିର୍ବାହ କରୁଛନ୍ତି। ଯଥା ପୂଜ୍ୟ ପୂଜା ଅନୁଷ୍ଠାନ ତଥା ଅନୁଗୁଳ ଜିଲ୍ହା ସୁରକ୍ଷା ମଞ୍ଚ… ବିଦୁତ୍ୟ ଉପଭୋକ୍ତ ସଂଘ…. ହାତୀ ସୁରକ୍ଷା ଜୀବନ ରକ୍ଷା ଏବଂ ବିଭିନ୍ନ ପୂଜା ଅନୁଷ୍ଠାନ ଗୁଡିକର ସଭାପତି ଦାୟିତ୍ୱକୁ ସୁଚାରିତ ରୂପେ ତୁଲାଇ ଆସୁଛନ୍ତି। ଏବଂ ଶ୍ରୀ ସ୍ୱାଇଁ ଜାତୀୟ ସାଧାରଣ ସମ୍ପାଦକ (P. G. S. A. I)ର ଦାୟିତ୍ୱ ସହିତ ରାଜ୍ୟ ସଭାପତି ଦାୟିତ୍ୱ ରେ ମଧ୍ୟ ରହିବେ.। ନୂତନ ସଭାପତି ଚୟନ ନ ହେବା ପର୍ଯ୍ୟନ୍ତ। ଏବଂ ଶ୍ରୀ ସ୍ୱାଇଁ ଙ୍କୁ ନୂତନ ଦାୟିତ୍ୱ ମିଳିବା ପରେ ଆଗାମୀ ଦିନ ରେ କଂଗ୍ରେସ ଲୋକ ଙ୍କ ଆସ୍ତା ଭାଜନ ହେଇ ପାରିବ ବୋଲି କର୍ମୀ ମାନଙ୍କ ମଧ୍ୟ ରେ ନୂତନ ଉତ୍ସାହ ଉଦିପନା ଶୁଷ୍ଟି ହେଇଚି। ଶ୍ରୀ ସ୍ୱାଇଁ ସାରା ଓଡିଶା ରେ ଜଣେ ସାମାଜିକ କର୍ମୀ ହିସାବ ରେ ଜଣା ଶୁଣା।

Leave a Reply

Your email address will not be published. Required fields are marked *