• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଧରା ପଡିଲେ ପ୍ରେମୀ ଯୁଗଳ ବାହାଘର କଲେ ଗାଁ ଲୋକେ

Bymamatanews

Jan 9, 2025
Spread the love

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅଞ୍ଚଳରେ ହୋଇଛି ଏପ୍ରକାର ଘଟଣା। ଆଠଗଡ଼ ଅଞ୍ଚଳର ଅମନ ସାହୁ ନାମକ ଯୁବକ କଣିହାଁ ଅଞ୍ଚଳରେ ବହୁ ଦିନ ହେବ ମେସିନ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟ ସମୟରେ ଜଣେ ଯୁବତୀଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ l ଉଭୟଙ୍କ ମଧ୍ୟରେ ନିକଟ ଜଙ୍ଗଲରେ ପ୍ରେମ ସମ୍ପର୍କ ଚାଲିଥିବା ବେଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଗୁପ୍ତରେ ଯାଇ ଦୁଇ ପ୍ରେମୀ ଯୁଗଳଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ପ୍ରେମରତ ଯୁବକ ଭିଡିଓ ରେକଡ ବିଷୟରେ ଜାଣିପାରି ନୀରବ ରହିଥିଲା ଗ୍ରାମବାସୀଙ୍କ ପଚରାଉଚରା ପରେ ଯୁବତୀଙ୍କୁ ବାହାଘର ହେବା ପାଇଁ କହିଥିଲେ। ସ୍ଥାନୀୟ ଗ୍ରାମବାସି ଦୁଇ ପ୍ରେମୀ ଯୁଗଳଙ୍କୁ ଗ୍ରାମ ମନ୍ଦିର ବାହାଘର କରିଦେଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *