• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବରିରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ

Bymamatanews

Jan 9, 2025
Spread the love

ଯାଜପୁର ଜିଲ୍ଲା ବରି ନିର୍ବାଚନ ମଣ୍ଡଳୀର ରଘୁନାଥପୁର ପଡ଼ିଆ ଠାରେ ବିଜେପି ର ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପିର ଜିଲ୍ଲା କାର୍ଯ୍ୟକାରି ସଭାପତି ଆଶୁତୋଷ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପର୍ବରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ,କୋରେଇ ବିଧାୟକ ଆକାଶ ଦାସ ନାୟକ,ବରୀର ପୃର୍ବତନ ବିଧାୟିକା ସୁନନ୍ଦା ଦାଶ,ବରୀର ବିଜେପି ନେତା ଉମେଶ ଜେନା,ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର,ବବିତା ମଲ୍ଲିକ,ସୁରଜ ଲାଲ ସାମଲ, ଜିଲ୍ଲା ସଭାପତି ଗୈତମ ରାୟ,ଏମପି ଡଃ ରବିନାରାୟଣ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଆଠଗୋଟି ପଞ୍ଚାୟତର ବହୁଲୋକ ବିଜେପି ରେ ଯୋଗଦାନ କରିଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *