• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୦୮ ବର୍ଷ ବୟସରେ ଧର୍ମପରାୟଣା ମହିଳାଙ୍କ ଦେହାନ୍ତ

Bymamatanews

May 9, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ତ ନୂଆହତା ଗ୍ରାମ ପଞ୍ଚାୟତର ବାଲି ସାହି ନିବାସୀ ସ୍ଵର୍ଗତ ସଦାନନ୍ଦ ସାମଲଙ୍କ ଧର୍ମପତ୍ନୀ ମାଟିଆଣି ସାମଲଙ୍କ ୧୦୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସ୍ଵର୍ଗତ ସଦାନନ୍ଦ ସାମଲ ୨୦୦୦ ମସିହାରେ ଦେହାନ୍ତ ହୋଇଥିଲା। ସ୍ୱାମୀଙ୍କ ଦେହାନ୍ତ ପରେ ମାଟିଆଣି ନିଜ ଭାରସାମ୍ୟ ହରାଇ ବସିଥିଲେ। ୨୦୨୨ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିର୍ଘ ବୟସର ଜୀବିତ ମହିଳା ଭାବେ ସମ୍ମାନିତ ହୋଇଥିଲେ। ଆଜି ଅପରାହ୍ଣ ସମୟରେ ତାଙ୍କର୍ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କ ପାଖରେ ୪ ପୁଅ, ୨ ଝିଅ, ୨୦ନାତିନାତୁଣୀଙ୍କ ସହ ତାଙ୍କ ପୁଅଝିଅ, ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *