ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ରେ ଭଉଣୀ ନିଖୋଜ ନେଇ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ନିକଟରେ ଥିବା ଗ୍ରାମର ଲଭ୍ଲି ବେହେରା ଘରୁ ଦୋକାନ ଯିବା କୁ କହି ଯାଇଥିଲେ।

ହେଲେ ବହୁ ସମୟ ଧରି ନଫେରିବାରୁ ପରିବାରବର୍ଗ ବହୁ ଖୋଜାଖୋଜି କରାଇଲା ପରେ ମଧ୍ଯ ପାଇନଥିଲେ। ଶେଷରେ ପରିବାରଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲଭ୍ଲି ଦେଖିବାକୁ ୫ ଫୁଟ ଉଚ୍ଚତା ଓ ପତଳା ଶରୀରି ଯିବାବେଳେ ସେ ଏକ କଳା ରଙ୍ଗର ଜିନ୍ସ୍ ପ୍ୟାଣ୍ଟ ଓ କମଳା ରଙ୍ଗର ଚୁଡ଼ିଦାର ସାର୍ଟ ପିନ୍ଧିଥିବା କହିଛନ୍ତି।
