• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭାରସାମ୍ୟ ହରାଇ ବିଲକୁ ଓଲଟିଲା କଣ୍ଟେନର

Bymamatanews

Jul 10, 2025
Spread the love

ଖଲାରି ଗ୍ରାମ ନିକଟ ଦେଇ ଯାଇଥିବା ବାଇପାସ୍ ଜାତୀୟ ରାଜପଥରରେ ଭାରସାମ୍ୟ ହରାଇ ଗୋଟିଏ କଣ୍ଟେନର ବିଲକୁ ଓଲଟି ପଡ଼ିଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗ୍ରାମ ନିକଟ ଦେଇ ଯାଇଥିବା ବାଇପାସ ଜାତୀୟ ରାଜପଥରେ କଣ୍ଟେନର ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିଛି। ଭୋର ସକାଳ ସମୟରେ ଏହି କଣ୍ଟେନର ଗାଡ଼ିଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ତେଣୁ ଏଥିରେ କହାର କଣ କ୍ଷୟକ୍ଷତି ହୋଇଛି ତାହା ଜଣା ପଡ଼ି ନାହିଁ। ଗାଡ଼ିଟି କଟକ ଆଡୁ ସମ୍ୱଲପୁର ଆଡେ ଯାଉଥିବା ବେଳେ ଭୋର୍ ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *