ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଇଣ୍ଡିଆନ ସୁପର ଲିଗ୍ର ଓଡ଼ିଶା ଫୁଟ୍ବଲ କ୍ଲବ୍ ଏବଂ କୋଲ୍କାତା ମୋହନ ବାଗନ୍ ସୁପର ଜ୍ୟାଣ୍ଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଉପସ୍ଥିତ ରହି ଖେଳାଳୀ ଓ ଫୁଟବଲ୍ ପ୍ରେମୀଙ୍କୁ ଉତ୍ସାହିତ କରୁଛନ୍ତି।