• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଚମ୍ପୁଆ ଥାନା ଅନ୍ତର୍ଗତରେ ଅଜଣା ଅଟୋ ଧକ୍କାରେ ବାଇକ୍ ଆରୋହୀ ମୃତ।

Bymamatanews

Dec 10, 2025
Spread the love

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଅଜଣା ଅଟୋ ଧକ୍କାରେ ବାଇକ୍ ଆରୋହୀ ମୃତ। ଦୁର୍ଘଟଣା ଘଟିଛି ଚମ୍ପୁଆ ଥାନା ଅନ୍ତର୍ଗତ ମଗଂଳପୁର ନିକଟରେ।ଅଜଣା ଅଟେl ଧକ୍କା ରେ ବାଇକ ଚାଳକ ମୣତ । ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ମଗଂଳପୁର ଯାମୁଦଲକ ରାସ୍ତା ରେ ଅଟେl ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ବାଇକ ଚାଳକ ଘଟଣା ସ୍ଥଳରେ ମୣତ୍ୟୁ ବରଣ କରିଥିବା ନେଇ ସୂଚନା l ଦୁର୍ଘଟଣା ଘଟାଇ ଅଟୋ ଘଟଣାସ୍ଥଳରୁ ଫେରାର ହେଇଯାଇଥିବା ନେଇ ସୂଚନା l ମୣତକ ଜଣକ ଜଗନ୍ନାଥ ପୁର ଗ୍ରାମର ଜଳଧର ନାଏକ ସେ ଵାଇକରେ ଗାଁ ରୁ ଯାମୁଦଲକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା l ଖବର ପାଇ ଚମ୍ପୁଆ ପୂଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଓ ଦୁର୍ଘଟଣା ଘଟାଇ ଥିବା ଅଟେl କୁ ଧରିବାକୁ ପୋଲିସ୍ ସନ୍ଧାନ ଚଳାଇଥିବା ନେଇ ସୂଚନା l

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *