• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପାନୀୟ ଜଳ ଯୋଗାଣ ସମ୍ପର୍କରେ ବ୍ଲକ ସ୍ତରରେ ଅଭିଯୋଗ ଶୁଣାଣି ପାଇଁ ନିଷ୍ପତ୍ତି ଗ୍ରହଣ।

Bymamatanews

Mar 12, 2025
Spread the love

ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ବିତ କରିବା ସହ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣ ଦିଗରେ ପ୍ରସ୍ତୁତି ପାଇଁ ସମୀକ୍ଷା ବୈଠକରେ ନିର୍ଦ୍ଦେଶ। ପାନୀୟ ଜଳ ଅପବ୍ୟବହାର କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ ଓ ପାନୀୟ ଜଳ ଯୋଗାଣ ସମ୍ପର୍କରେ ବ୍ଲକ ସ୍ତରରେ ଅଭିଯୋଗ ଶୁଣାଣି ପାଇଁ ନିଷ୍ପତ୍ତି ଗ୍ରହଣ।

Leave a Reply

Your email address will not be published. Required fields are marked *