• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସେଣ୍ଟ ଜାଭିଆର୍ଷ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

Bymamatanews

Jan 13, 2025
Spread the love

ଭୁବନେଶ୍ବର ସେଣ୍ଟ ଜାଭିଆର୍ଷ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ସମନୂୟ
ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି, ଏହି ଉତ୍ସବରେ ବିଦ୍ୟାଳୟର
ସଭାପତି ଶ୍ରୀମତୀ ରାଜକମଲ ଚଉହlନ,ଉପସଭାପତି ବିବେକ ଭୂୟାର ,କୋଷାଧକ୍ଷ ଏଲ୍ ବି ରୋଡଡିକଷ,ବିଦ୍ୟାଳୟର ପରିଚାଳନା ସଦସ୍ୟ ଶ୍ରୀମତୀ ଅନୁରାଧା ଭରସl କଲ୍,ଓ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ମଲ,ଉପସ୍ଥିତ ଥିଲେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ଉପସ୍ଥାନ କରିଥିଲେ
ଦୁଇ ଦିନ ଧରି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦୀପଙ୍କର ମହାପାତ୍ର ତଥା ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ସଂଗୀତା ଗୋସେଇଂ ଯୋଗଦେଇ ଥିଲେ, ଛାତଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ
ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣ ହୋଇଥିଲା, ସ୍ୱାଧୀନତା
ସଂଗ୍ରାମୀଙ୍କ ବିଷୟରେ ଖୁବ୍ ସୁନ୍ଦର ଭାବେ ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହୋଇଥିଲା ଯାହା ଅଭିଭାବକ ମାନଙ୍କରେ ଦୃଷ୍ଟି ଆକର୍ଷଣ କରିପାରିଥିଲା ,ଶେଷରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯକ୍ରମ ଉଦଯାପିତ କରାଯାଇଥିଲା,

Leave a Reply

Your email address will not be published. Required fields are marked *