ଖରସ୍ରୋତା ପୁସ୍ତକ ମେଳାର ଦ୍ବିତୀୟ ବର୍ଷ ପାଇଁ ପ୍ରସ୍ତୁତି ବୈଠକ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ବୁଲନ ଭାଇ ସେବା ଭବନ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖରସ୍ରୋତା ପୁସ୍ତକ ମେଳାର ସଭାପତି ପଦ୍ମାକର ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସନ୍ତୋଷ ବେଉରିଆ,ଗୁରୁ ଚରଣ ଥାଟୋଇ,କୁମଳ ବଳ ଦାଶ, ସ୍ଵାଧୀନ ଦାଶ,ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର,ସରୋଜ ପରିଡ଼ା,,ବ୍ରଜ ଦାଶଙ୍କ ସମେତ ବହୁ ଜ୍ଞାନୀ,ବିଦ୍ୱାନ ପ୍ରମୁଖ ଯୋଗଦେଇ ଥିଲେ। ଯାଜପୁର ପୁସ୍ତକ ମେଳାର ଆରମ୍ଭ ବହୁ ପୁର୍ବରୁ ଖରସ୍ରୋତା ପୁସ୍ତକ ମେଳା କିଭଳି ଭାବେ ଚାଲିବ ଓ ଯାଜପୁର,ବିଂଝାରପୁର,ବରୀ ,ଆଳି,ରାଜକନିକା ,ପଟ୍ଟାମୁଣ୍ଡାଇ, ରାଜକନିକା ଅଞ୍ଚଳର,ଶତାଧିକ ବୁଦ୍ଧି ଯିବି ଯୋଗ ଦେଇଥିଲେ।
ଯାଜପୁର ରୁ ସରୋଜ ସାହୁ ଙ୍କ ରିପୋର୍ଟ
