• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହୋଲିରେ ଅଘଟଣ ପୂର୍ବରୁ ଅନୁଗୋଳ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି

Bymamatanews

Mar 15, 2025
Spread the love

ଅନୁଗୋଳ ଅଗ୍ନିସମ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସୂଚନା ଯେ, ଆଜି ହେଉଛି ହୋଲି ଉତ୍ସବ, ଅସାବଧାନତା ଯୋଗୁଁ ମୂଲ୍ୟବାନ ଜୀବନ ହାନି ହୋଇ ଥାଏ। ଏହି ଉତ୍ସବ ରେ ଯେମିତି ଗୋଟେ ବି ହେଲେ ମୂଲ୍ୟବାନ ଜୀବନ ହାନି ନ ହେବ ସେଥିପାଇଁ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଗ୍ନିସମ ବିଭାଗ ପକ୍ଷରୁ ଟିମ୍ ଗଠନ କରାଯାଇଛି। ଗଭୀର ଜଳାଶୟ ମାନଙ୍କରେ ଅଗ୍ନିସମ କର୍ମଚାରୀ ନିୟୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *