• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବେଆଇନ ବିଦେଶୀ ମଦ କାରବାର ଉପରେ ଚଢ଼ାଉ,

Bymamatanews

Oct 15, 2024
Spread the love

୪୦୦ ଲିଟରରୁ ଅଧିକ ମଦ ଜବତ ସହ ୪ ଜଣ ଗିରଫ

ଅନୁଗୋଳ ଏସ୍‌ପି ରାହୁଲ ଜୈନ୍‌ଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ପକ୍ଷରୁ ବେଆଇନ୍ ମଦ କାରବାର ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ । ସୂଚନା ଯେ, ଅନୁଗୋଳ ରେ ବିଦେଶୀ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ୍‌ଙ୍କ ବିଶେଷ ସୂତ୍ରରୁ ଖବର ପାଇ ସମସ୍ତ୍ ଥାନା ମାନଙ୍କୁ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ନିର୍ଦ୍ଦେଶ ପାଇଁ ନିଶା, ବନ୍ତଳା ଥାନାର ୪ଟି ସ୍ଥାନରେ ଚଢ଼ଉ କରି ୪୦୦ ଲିଟରରୁ ଅଧିକ ବିଦେଶୀ ମଦ ଜବତ ହୋଇଛି। ମଦ ଚୋରା କାରବାର କରୁଥିବା ନେଇ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *