• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ବ୍ଲକ ରେ ସଂସଦୀୟ ଖେଳ ମହୋତ୍ସବ ୨୦୨୫

Bymamatanews

Nov 17, 2025
Spread the love

ଆଜି ସଂସଦୀୟ ଖେଳ ମହୋତ୍ସବ ୨୦୨୫ ବଅଁରପାଳ ଏବଂ ଅନୁଗୁଳ ବ୍ଲକ ଉଦ୍ଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀ ରୁଦ୍ରନାରାୟଣ ପାଣି, ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାୟାଧର ବେହେରା

ଉପଜିଲ୍ଲାପାଳ ଅନଗୁଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଅନଗୁଳ, ବିଡ଼ିଓ ଅନଗୁଳ ଡକ୍ଟର ବିଶ୍ବଭୂଷଣ, ବିଡ଼ିଓ ବଅଁରପାଳ ଶ୍ରୀ ଲୋଚନ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ, ବିନୋଦ ଚନ୍ଦ୍ର ଦେହୁରୀ ଉପସ୍ଥିତ ଥିଲେ, ଅନୁଗୁଳ ବ୍ଲକ ରେ ଖେଳ OFRC ପଡିଆ ଏବଂ ବଅଁରପାଳ ବ୍ଲକ ର PBK High School ପଡ଼ିଆ ଥରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଖେଳ ଗୁଡ଼ିକୁ ଉଭୟ ବ୍ଲକ ର ଖେଳ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ । ଛାତ୍ର ଛାତ୍ରି ଓ ଯୁବ କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଉତ୍ସାହିତ ପରିଲକ୍ଷିତ ହୋଇଥିଲା ।

Leave a Reply

Your email address will not be published. Required fields are marked *