• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରବାସୀ ଭାରତୀୟ ଦିବସ ଏବଂ ପୁରୀ ବେଳାଭୂମି ମହୋତ୍ସବର ପ୍ରସ୍ତୁତି ବୈଠକରେ

Bymamatanews

Dec 17, 2024
Spread the love

ପୁରୀର ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହରେ ଜାନୁଆରୀ ୮ ରୁ ୧୦ ତାରିଖ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଏବଂ ପୁରୀ ବେଳାଭୂମି ମହୋତ୍ସବର ପ୍ରସ୍ତୁତି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ବୈଠକରେ ପ୍ରଶାସନିକସ୍ତରରେ ସମସ୍ତ ପ୍ରସ୍ତୁତି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ପୁରୀକୁ ଅଧିକ ସ୍ୱଚ୍ଛ ଏବଂ ସୁନ୍ଦର କରିବା ସହ ଅତିଥି ଏବଂ ପ୍ରବାସୀ ଭାରତୀୟମାନଙ୍କୁ ଭବ୍ୟ ସ୍ଵାଗତ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *