• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଲ ଫର ୟୁ ସେବା ସଂଗଠନ ପକ୍ଷରୁ ଅସହାୟ ନିଃସହାୟ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

Bymamatanews

Jan 18, 2025
Spread the love

ଅଲ ଫର ୟୁ ସେବା ସଂଗଠନ ପକ୍ଷରୁ ରଘୁନାଥପୁର ଅଞ୍ଚଳ ଗୁଆଲିପୁର, ରେଢ଼ୁଆ ଏବଂ ଜଗତସିଂହପୁର ଶିଶୁ ଆଶ୍ରମ ରେ ଥିବା ଅସହାୟ, ନିଃସହାୟ ବ୍ୟକ୍ରି ଓ ଛାତ୍ର ଛାତ୍ରୀ ମାନଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟ ନେଇ ନିଜସ୍ୱ ଉପାର୍ଜିତ ଅର୍ଥରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ |ଏହି ଜନ ମଙ୍ଗଳ କାର୍ଯ୍ୟକ୍ରମ ରେ ଅଲ ଫର ୟୁ ସେବା ସଂଗଠକ ର କର୍ମକର୍ତ୍ତା ଆର୍ଯ୍ୟ ଭୂଷଣ ରାଉତରାୟ, ବିଭୁ ପ୍ରସାଦ, ଏସ କେ ସାହିଲ, ଏସ କେ ସାକୀର,ଆହ୍ୱାନ ଜେନା, ଦେବାଶିଷ, ସୋମ୍ୟ ରଞ୍ଜନ, ବିଶ୍ୱ ରଞ୍ଜନ, ସଂଗ୍ରାମ, ବଣ୍ଟି, ସୁବ୍ରତ, ଅରବିନ୍ଦ, ଅନିଲ ପ୍ରଭୁତି ନିଜସ୍ୱ ଉପାର୍ଜିତ ଧନରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ | ଏହି ମହତ କାର୍ଯ୍ୟ କୁ ବୁଦ୍ଧିଜୀବୀ ତାରିଫ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *