• Mon. Oct 27th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଘର ଖଣ୍ଡେ ପାଇଁ ଅସହାୟ ପରିବାର ସମାଜସେବୀ ଙ୍କ ସାହାର୍ଯ୍ୟ ଲୋଡ଼ିଲେ

Bymamatanews

Oct 18, 2025
Spread the love

ଅବଗତ ପରେ ବିଡିଓ ଓ ବିଧାୟକଙ୍କ ଦ୍ୱାରସ୍ଥ ହେଲେ ସମାଜସେବୀ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ପଞ୍ଚାୟତ ବଡଖଳୀ ଗ୍ରାମର ଲକ୍ଷ୍ମୀ ଭୁକ୍ତା ଘର କିଛି ମାସ ପୂର୍ବରୁ ହାତି ଘର ଭାଙ୍ଗି ଦେଇଥିଲା। ଯାହା ଫଳରେ ସେ ସେହି ଭଙ୍ଗା ଦାଦରା ଘରେ ଅସହାୟ ଅବସ୍ଥାରେ ଚଳୁଛନ୍ତି ।

ଅସହାୟ ପରିବାର ସମାଜସେବୀ ସୌମ୍ୟ ରଞ୍ଜନ ବେହେରା ବେହେରା ଙ୍କୁ ଜଣାଇଥିଲେ। ଅଭିଯୋଗକୁ ଆଧାର କରି ବନବିଭାଗ ପାଖରେ ପହଂଚି ଥିଲେ ସମାଜସେବୀ। ବନବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ମିଳିଥିଲା। ଅସହାୟ ପରିବାର ବିଷୟରେ ବିଧାୟକ୍ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ବିଡିଓ ଲୋଚନ ଦାସ ଅବଗତ କରାଇଥିଲେ। ତେବେ ବିଧାୟକ ଙ୍କ ପକ୍ଷରୁ ଅସହାୟ ପରିବାର ଙ୍କୁ ଯଥାଶୀଘ୍ର ଆବାସ ଯୋଜନା ଯୋଡା ଯିବାର ପ୍ରତିଶ୍ରୁତି ପାଇଥିବା ସୂଚନା ଦେଇଛନ୍ତି ସମାଜସେବୀ।

Leave a Reply

Your email address will not be published. Required fields are marked *