• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜନସାଧାରଣଙ୍କୁ ସୁରକ୍ଷା ଦେଉଥିବା ବେଳେ ହାତୀ ଆକ୍ରମଣ କଲା ଗଜସାଥୀଙ୍କୁ

Bymamatanews

Feb 19, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ର ଚଉରିଡିହ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗଜ ସାଥୀ ଗୁରୁତ୍ତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି। ସୂଚନା ମୁତାବକ ଗ୍ରାମ ବିଲମାଳ ରେ ୨୯ ଟିକିଆ ହାତୀ ପଲ ରହି ଉପଦ୍ରବ କରିଥିଲେ । ଅଚାନକ ଗ୍ରାମ କୁ ପ୍ରବେଶ ପାଇଁ ମୁଁହାଇ ବେଳେ ଜନସାଧାରଣଙ୍କ କ୍ଷୟକ୍ଷତି ବର୍ତ୍ତାଇବାକୁ ଯାଇ ବନବିଭାଗ ର ଉଦ୍ୟମ ଆରମ୍ଭ କରିଥିଲେ। ଏହି ୨୯ ଟିକିଆ ହାତୀ ପଲଙ୍କୁ ଘୋଡାଇବାକୁ ଉଦ୍ୟମ କରିବା ବେଳେ ସେଥିମଧ୍ୟରୁ ଗୋଟିଏ ହାତୀ ଅନ୍ୟ ପାଖରେ ଥିବା ବେଳେ ପ୍ରଦୂଷ ଙ୍କୁ ଅଚାନକ ଆକ୍ରମଣ କରିଥିଲା ଯାହାଦ୍ୱାରା ସେ ଗୁରୁତ୍ତର ଭାବେ ଆହତ ହୋଇଥିଲେ। ସେଠାରୁ ବନବିଭାଗ ପ୍ରଦୂଷ କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଭର୍ତ୍ତି କରାଇଛନ୍ତି

Leave a Reply

Your email address will not be published. Required fields are marked *