• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

MBBS ଶିକ୍ଷା ପାଇଁ ଯିବେ ମହେଶ ଭୋଇ

Bymamatanews

Oct 19, 2024
Spread the love

ବନ୍ତଳା:ଅନୁଗୁଳ ବ୍ଲକ ବଡକନ୍ତକୁଳ ପଞ୍ଚାୟତ ତଳବେରଣା ଗ୍ରାମର ମହେଶ ଭୋଇ ଭବାନୀପାଟଣା ଗମେଣ୍ଟ ମେଡିକାଲ କଲେଜ କଳାହାଣ୍ଡି 4270ରାଙ୍କରେ MBBS ପାଇଛନ୍ତି l ସୂଚନା ଅନୁଯାୟୀ ତଳବେରଣା ଗ୍ରାମର ମହେଶ ଭୋଇଙ୍କ ବାପା ନରେଶ ଭୋଇ ସେ ସାରୁଆଳି ଗ୍ରାମର ପ୍ରାଇମେରୀ ସ୍କୁଲର ଶିକ୍ଷକ ଅଟନ୍ତି ଏବଂ ମା ପ୍ରଭାତୀ ଭୋଇ ଗୃହିଣୀ l MBBS ପାଇଲା ପରେ ପରିବାରରେ ଖୁସିର ଲହରି ଖେଳି ଯାଇଛି l ଅଞ୍ଚଳ ବାସୀଙ୍କ ପାଇଁ ଗର୍ବ ଗୌରଵର ବିଷୟ ଆଣିଛନ୍ତି l ଆଗାମୀ ଯୁବ ପିଢ଼ିଙ୍କ ପାଇଁ ପ୍ରେରଣା ଯୋଗାଇଛନ୍ତି l

Leave a Reply

Your email address will not be published. Required fields are marked *