• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାବଧାନ ଜନସାଧାରଣ ଙ୍କ ସୁରକ୍ଷା ପାଇଁ ସଜାଗ ପୋଲିସ

Bymamatanews

Oct 19, 2024
Spread the love

ଟ୍ରାଫିକ୍ ନିୟମ ଉଲଂଘନ କରି ବେପରୁଆ ଭାବରେ  ତିନିଜଙ୍କୁ ଦୁଇଚକିଆ ମୋଟର ଯାନରେ ବସାଇ ଗାଡି ଚଲାଉଥିବା ୧୦୦ ରୁ ଅଧିକ  ବ୍ୟକ୍ତିଙ୍କ ଠାରୁ ବିଗତ ଦୁଇ  ଦିନ ମଧ୍ୟରେ ଜୋରିମାନା ଆଦାୟ କରାଯାଇଅଛି । ଟ୍ରାଫିକ ନିୟମ ଏବଂ ନିୟମାବଳୀ ମାନିବାକୁ ଅନୁଗୁଳ ପୋଲିସ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *