• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନିବେଶ ପାଇଁ ସୋଲାର ଏନର୍ଜି ଲିମିଟେଡ କୁ ଆମନ୍ତ୍ରଣ

Bymamatanews

Oct 19, 2024
Spread the love

ମୁମ୍ବାଇ ଠାରେ ଜିଓ ପ୍ଲାଟଫର୍ମ ଲିମିଟେଡ୍ ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ଆଲୋଚନା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୫ରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ପାଇଁ ଆମନ୍ତ୍ରଣ କରିଛି।

ରାଜ୍ଯରେ ବିଶେଷ କରି ସବୁଜ ଇନ୍ଧନ, ଯୋଗାଯୋଗ, ମୋବାଇଲ ନେଟୱର୍କ, ସୌର ଶକ୍ତି ଭଳି କ୍ଷେତ୍ରର ଉନ୍ନତିକରଣ ସହିତ ପୁଞ୍ଜି ନିବେଶ ପାଇଁ ଆଗାମୀ ଦିନରେ ବିଶେଷ ଗୁରୁତ୍ଵ ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁଯୋଗ ମଧ୍ୟ ଯୋଗାଇଦିଆଯିବ। ଯଦ୍ୱାରା ଓଡ଼ିଶାର ଆର୍ଥିକ ବିକାଶ ସୁନିଶ୍ଚିତ ହେବା ସହିତ ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ପୂରଣ ହେବ।

Leave a Reply

Your email address will not be published. Required fields are marked *