• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲା ନାବାଳକ।..

Bymamatanews

Feb 20, 2025
Spread the love

ପୁରୀଘାଟ ଥାନା ଅନ୍ତର୍ଗତ ମଠସାହି ର ଘଟଣା। ନାବାଳକ ଜଣକ ଘର ପଶ୍ଚିମବଙ୍ଗ ବୋଲିି ଜଣାପଡିଛି। ମଠସାହି ଗୋପାଳଜିଉ ଲେନ ରେ ଭଡ଼ା ଘରେ ରହୁଥିଲା ନାବାଳକ ଜଣକ। ନାବାଳକ ଜଣକ ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୁରୀଘାଟ ଥାନାକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।.ଘଟଣା ସ୍ତଲରେ ପୁରୀଘାଟ ଥାନା ପୋଲିସ ପହଂଚି ଶବ ବ୍ୟବଛେଦ ପାଇଁ ଏସ ସି ବି ମେଡିକାଲ କୁ ପଠାଇବା ସହ ଏକ ଅପମୂର୍ତ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି.

Leave a Reply

Your email address will not be published. Required fields are marked *