• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଜଣା ଗାଡି ଧକ୍କାରେ ବାରହା ମୃତ୍ୟୁ

Bymamatanews

Nov 20, 2024
Spread the love

କେନ୍ଦୁଝର : ପ୍ରାୟ ଭୋର୍ ୪ଟା ବେଳେ ଅଜଣା ଗାଡ଼ି ଧକ୍କା ରେ ଠାକୁରମୁଣ୍ଡା ବ୍ଲକ ଅଧିନସ୍ଥ ଚମକପୁର ରେ ଏକ ବାରହା ଯାହାର ଆନୁମାନିକ ଓଜନ ପ୍ରାୟ ୨କୁଇଁଣ୍ଟାଲ ହେବା ପ୍ରାଣ ହରାଇଛି। ଏଣୁ ଏହି ବାରହାକୁ ଦେଖିବା ପାଇଁ ସହ ସହ ଗ୍ରାମ ର ଲୋକ ମାନେ ଭିଡ଼ ଜମାଇଥିଲେ।ଚମକପୂର ଗ୍ରାମ ର ନୀଳାମ୍ବର ଦାସ ଯିଏକି ପ୍ରଥମେ ବାରହା କୁ ଦେଖି ଫରେଷ୍ଟ ଅଧିକାରୀ ଙ୍କୁ ଅବଗତ କରାଇଥିଲେ। ଫରେଷ୍ଟ ଅଧିକାରୀ ମଧ୍ୟ ଚଞ୍ଚକତା ଦେଖାଇ ସେହି ସ୍ଥାନ ରେ ପହଞ୍ଚି ବାରହାର ମୃତ ଶରୀର କୁ ଗ୍ରାମ ବାସୀ ଙ୍କ ସହାୟତା ରେ ଉଦ୍ଧାର କରିଥିଲେ।ଏଣୁ ଏହି ବାବଦରେ ବନବିଭାଗ ର କୌଣସି ପ୍ରତିକ୍ରିୟା ମିଳି ପରି ନାହିଁ ।

Leave a Reply

Your email address will not be published. Required fields are marked *