• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ଥାନାରେ ୧୧୨ ସେବାର ଶୁଭାରମ୍ଭ

Bymamatanews

Feb 22, 2025
Spread the love

(୨୨/୦୨/୨୦୨୫) : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ରେ ଜନସାଧାରଣ ଙ୍କ ପାଇଁ ନୂତନ ସେବା ୧୧୨ ସେବାର ଶୁଭାରମ୍ଭ ହୋଇଯାଇଛି। ବଅଁରପାଳ ଥାନା ଅଞ୍ଚଳରେ ଶିଳ୍ପ କାରଖାନା କୁ ନେଇ ଜନସାଧାରଣଙ୍କ ଗହଳି ପୁର୍ଣ୍ଣ୍ ଅଞ୍ଚଳ ପରିଣତ ହେବାରେ ଲାଗିଛି। ଜନଗହଳିକୁ ନେଇ ଥାନାରେ କାର୍ଯ୍ୟର ବ୍ୟବସ୍ଥା ବୃଦ୍ଧି ପାଇବାରେ ଲାଗିଛି। ଆଧିକାଂଶ ସମୟରେ ଜନସାଧାରଣ ନିଜର ସୁରକ୍ଷା କୁ ନେଇ ପୋଲିସ ଉପରେ ଭିନ୍ନ ନଜରରେ ଦେଖିବାରେ ଲାଗିଥିଲେ। ଏବେ ଜନସାଧାରଣ ଏଥିରୁ ବର୍ତ୍ତିବା ପାଇଁ ଏବେ ରାଜ୍ୟ ସରକାର ବଅଁରପାଳ ଥାନା ରେ ୧୧୨ ସୁବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇଛନ୍ତି। ଏଥିନେଇ ଜନସାଧାରଣ ଯଥାଶୀଘ୍ର ନିଜକୁ ସୁରକ୍ଷା ପାଇଁ ୧୧୨ ଡାଏଲ କରି ଅଭିଯୋଗ କରି ଜଣାଇବା ଦ୍ଵାରା ଘଟଣାସ୍ଥଳରେ ପୋଲିସ ର ସୁରକ୍ଷା ବ୍ୟବସ୍ଥା ପହଞ୍ଚି ପାରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *