• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପଥର ମାରି ମୁଣ୍ତ ଫଟାଇ ଦେବା ନେଇ ଥାନାରେ ଅଭିଯୋଗ

Bymamatanews

Jul 22, 2025
filter: 0; fileterIntensity: 0.0; filterMask: 0; module: video; hw-remosaic: false; touch: (-1.0, -1.0); modeInfo: Beauty ; sceneMode: 0; cct_value: 5375; AI_Scene: (-1, -1); aec_lux: 136.63281; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 48;
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ଲିପୁ ସାମଲ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି କି ରାତି ସାଢ଼େ ନଅଟା ବେଳେ ଫାଷ୍ଟ ଫୁଡ୍ ଦୋକାନ ବନ୍ଦ କରି ଘରକୁ ଗଲେ। ଖାଇ ପିଇ ବାହାରକୁ ଆସିବାର କିଛି ସମୟ ପରେ ତାଙ୍କ ପଡୋଶୀ ଲିପୁନ ସାମଲ ଆସିଥିଲା। ତେଣୁ ତା ଲିପୁନ୍ ଠାରୁ ଲିପୁ ନେଇଥିବା ତିନିଶହ ଟଙ୍କା ମାଗିଥିଲା। ଏନେଇ ଲିପୁ ମୋ ଠାରୁ କେତେ କଣ ଖାଉଚୁ ବୋଲି କହିବାରୁ ଲିପୁନ ଏକ ପଥର ମାରିବାରୁ ଲିପୁର ମୁଣ୍ତ ଫାଟି ଯାଇଛି। ପଥର ମାରି ମୁଣ୍ତ ଫଟାଇ ଦେବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଚି।ଏନେଇ ଲିପୁ ଚିକିତ୍ସା ହୋଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *