• Mon. Oct 27th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରେଳ ଧାରଣା ପାର୍ଶ୍ଵରୁ ଯୁବକଙ୍କ ମୃତଦେହ ଉଦ୍ଧାର

Bymamatanews

Oct 23, 2025
Spread the love

ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ପ୍ରକଟ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ

ଅନୁଗୋଳ – ସମ୍ବଲପୁର ରେଳଲାଇନ୍ ଦେଇ ଯାଇଥିବା ଜରପଡା ଓଭରବ୍ରିଜ ନିକଟସ୍ଥ ଜେରଙ୍ଗ ରେଳ ଧାରଣା କଡରୁ ଏକ ମୃତ ଦେହ ଠାବ କରାଯାଇଛି। ସ୍ଥାନୀୟ ପୋଲିସ ଓ ରେଳ ବିଭାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ମୃତକ ଙ୍କ ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଅଞ୍ଚଳରେ ମୃତ୍ୟୁ ଖବର୍ ପ୍ରଘଟ ହୋଇଥିଲେ ମଧ୍ୟ ମୃତ୍ୟୁ ବ୍ୟକ୍ତି ର ସନ୍ଧାନ ପାଇଁ କେହି ପହଞ୍ଚି ନଥିବା ରୁ କାଳେ କୌଣସି ଯାତ୍ରୀବାହୀ ଟ୍ରେନ୍ ପାସେଞ୍ଜର ହୋଇଥିବା ନେଇ ଅନୁମାନ କରିଛନ୍ତି। ଯଦି ପାସେଞ୍ଜର ହୋଇଥିବେ ତେବେ କିପରି ଭାବେ ତାଙ୍କର ମୃତ୍ୟୁ ଘଟିଛି ତାହା ଏବେ ଲୋକଙ୍କ ମଧ୍ୟରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି ।

Leave a Reply

Your email address will not be published. Required fields are marked *