• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଗଜସାଥି ଓ ଗଜମିତ୍ର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Bymamatanews

Jan 25, 2025
Spread the love

ଅନୁଗୋଳ ବନଖଣ୍ଡ ଅଧିନରେ ଥିବା ବନ୍ତଳା ରେଞ୍ଜ ପକ୍ଷରୁ ଗଜସାଥି ଓ ଗଜମିତ୍ର ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଅନୁଗୋଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ଙ୍କ ନିର୍ଦ୍ଦେଶ କ୍ରମେ ବନ୍ତଳା ବନ୍ୟାଞ୍ଚଳ କାର୍ଯ୍ୟାଳୟ ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଥିଲା। ଏହି ପ୍ରଶିକ୍ଷଣ ଶିବିର ରେ ହାତୀ ଓ ମଣିଷ ର ଲଢେଇ କିପରି ରୋକାଯାଇ ପାରିବ ଏବଂ ହାତୀକୁ କିପରି ସୁରକ୍ଷା ଦିଆଯାଇ ପାରିବ ସେ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ସ୍ନେହା ଫିଲ୍ଡ ଅଫିସର ଅରବିନ୍ଦ ମାଝୀ। ଏହି ପ୍ରଶିକ୍ଷଣ ଶିବିର ରେ ACF ବିଦ୍ୟା ସାଗର, ବନ୍ତଳା ରେଞ୍ଜର ନିଳାଦ୍ରି ନାଥ ସାହୁ, ବାଈଲୋଜିଷ୍ଠ ମନୋରଞ୍ଜନ ପରିଡା ଏ ଷବଂ ସମସ୍ତ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *