• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ତରଫରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

Bymamatanews

Jan 26, 2025
Spread the love

ଅନୁଗୁଳ ବସଷ୍ଟାଣ୍ଡ୍ କଦମ୍ ପଡିଆ ଠାରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ତରଫରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା।

ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସମ୍ପାଦକ, ଉପସଭାପତି ଓ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତି ରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଂଗୀତ ଗାନ କରାଯାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସମ୍ପାଦକ ଶ୍ରୀ ସାଗରନାଥ ମିଶ୍ର, ଉପସଭାପତି ଶ୍ରୀ ପ୍ରଭାତ କୁମାର ସିହ୍ନା, କୋଷାଧ୍ଯକ୍ଷ ଶ୍ରୀ ରଞ୍ଜନ କୁମାର ଧୀରସାମନ୍ତ, ସହ ସମ୍ପାଦକ ଶ୍ରୀ ସତ୍ୟେନ୍ଦ୍ର ପ୍ରଧାନ, ଶ୍ରୀ ଗଙ୍ଗାଧର ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଶ୍ରୀ ଶେଖ୍ ରଫିକ୍, ଶ୍ରୀ ମାୟାଧର ମିଶ୍ର ଓ ସଦସ୍ୟ ମାନେ ଉପସ୍ଥିତ ରହି ଜାତୀୟ ପତାକା ସଂଗୀତ ଗାନ କରାଯାଇ ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା.

Leave a Reply

Your email address will not be published. Required fields are marked *