• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଷ୍ଟେଟ ବ୍ୟାଙ୍କ ତରଫରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

Bymamatanews

Jan 26, 2025
Spread the love

ଢେଙ୍କାନାଳ : ଲକ୍ଷ୍ମୀବଜାର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଢ଼େଙ୍କାନାଳ ମୁଖ୍ୟ ଶାଖା ତରଫରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଉପ ପ୍ରବନ୍ଧକ ଶ୍ରୀ ଶୁଭେନ୍ଦୁ ପାତ୍ର ଙ୍କ ଦ୍ଵାରା ପତାକା ଉତ୍ତୋଲୋନ କରାଯାଇଥିଲା। ବ୍ୟାଙ୍କ ର ସମସ୍ତ କର୍ମଚାରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ସମାରୋହ କୁ ଗୋପାଳ ଚନ୍ଦ୍ର ସାହୁ ଓ ଜିତେନ୍ଦ୍ର କୁମାର ଦାଶ ସହ ଯୋଗ କରିଥିଲେ। ବ୍ୟାଙ୍କ ର ସମସ୍ତ ସୁରକ୍ଷା କର୍ମଚାରୀ ମାନେ ୭୬ ତମ ସାଧାରଣତନ୍ତ୍ର ଦିବସ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *