ଢେଙ୍କାନାଳ : ଗଣେଶ ବଜାର ରଥ ଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ତରଫରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ଏକ୍ସ ଆର୍ମୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ହୋତା ଙ୍କ ଦ୍ଵାରା ପତାକା ଉତ୍ତୋଲୋନ କରାଯାଇଥିଲା। ସମସ୍ତ ବ୍ୟବସାୟୀ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମନମୋହନ ଦାସ, କ୍ଷୀରୋଦ କୁମାର ପୃଷ୍ଟି, ମନୋଜ କୁମାର ସାହୁ, ଗୌତମ କୁମାର ବେହେରା, ବଳରାମ ନାଥ, ବଳରାମ ବେହେରା, ଜୀତେନ୍ଦ୍ର ସାହୁ ମହେନ୍ଦ୍ର କୁମାର, ସୁଦାମ ବେହେରା, ପ୍ରିୟମୋହନ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ। ଶେଷ ରେ ମନମୋହନ ଦାସ ଙ୍କ ଦ୍ଵାରା ଧନ୍ୟ ବାଦ ଅର୍ପଣ କରାଯାଇଥିଲା।
