• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହିନ୍ଦୁସ୍ଥାନ ଜୁଏଲାରୀ ତରଫରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

Bymamatanews

Jan 26, 2025
Spread the love

ଢେଙ୍କାନାଳ : ଲକ୍ଷ୍ମୀବଜାର ସ୍ଥିତ ହିନ୍ଦୁସ୍ଥାନ ଜୁଏଲାରୀ ତରଫରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଦୋକାନ ର ମାଲିକ ମୁକେଶ ସୋନି ଙ୍କ ଦ୍ଵାରା ପତାକା ଉତ୍ତୋଲୋନ କରାଯାଇଥିଲା। ସମସ୍ତ କର୍ମଚାରୀ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସମସ୍ତ ଜିଲ୍ଲାବାସୀ ମାନଙ୍କୁ ସାଧାରଣତନ୍ତ୍ର ଦିବସ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *