• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରିଅଲ ଷ୍ଟେଟ ରେ ପାର୍ଟନରସିପ ବ୍ୟବସାୟରେ ଅର୍ଥ ଲଗାଇ ଫସିଲେ ମହିଳା ,

Bymamatanews

Sep 26, 2024
Spread the love

ନ୍ୟାୟ ପାଇଁ ସାମ୍ବାଦିକ ସମ୍ମିଳନୀ କରି ଜଣାଇଲେ ଦୁଃଖ

କଟକ (ପ୍ରଦୀପ କାଣ୍ଡି) ସୌମ୍ୟ ରଞ୍ଜନ ଜେନା ଓ ଡକ୍ଟର ମୀନୁ ରାଜେନ୍ଦ୍ର ଅଗ୍ରୱାଲଙ୍କ ସହିତ ପାର୍ଟନରଶିପ୍ଏଗ୍ରିମେଣ୍ଟ କରି ଏକ ତାସି ରିଅଲ ଷ୍ଟେଟ ନlମକ ଏକ ସଂସ୍ଥା କରିଥିଲେ। ଏହି ସଂସ୍ଥା କୁ ରେଜିଷ୍ଟ୍ରୀ ମଧ୍ଯ କରିଥିଲେ। ଏକ ଯୁଗ୍ମ ଆକାଉଣ୍ଟ୍ ବ୍ଯାଙ୍କ ରେ ଖୋଲିଥିଲେ, ମହିଳା ଏହି ଆକାଉଣ୍ଟ୍ ରେ କ୍ରମଶଃ ଟଙ୍କl ଜମା କରିଥିଲେ।

ଏଭଳି ଭାବରେ ମୋଟ ୧୦ ଲକ୍ଷ ଟଙ୍କା ଜମା କରିଥିଲେ। ଅଭିଯୋଗକାରୀ ଡାଃ ମୀନୁ ଙ୍କ ସ୍ୱାମୀ ମଧ୍ଯ ଉକ୍ତ ଆକାଉଣ୍ଟ୍ ରେ ଅଠେଇଶ ଲକ୍ଷ୍ୟ ପଚାଶ ହଜlର ଟଙ୍କା ଦେଇଥିଲେ,। କିନ୍ତୁ ସୌମ୍ଯ ରଞ୍ଜନ ଜେନା ଉକ୍ତ ଟଙ୍କlରୁ ଜମି କ୍ରୟ ବିକ୍ରୟ କରି ଥିଲେ। , କିନ୍ତୁ ବିକ୍ରୟ ପଇସା ସବୁ ତାଙ୍କର ନିଜର ଆକାଉଣ୍ଟ୍ କୁ ନେଇ ଗଲେ। ଆଜି ଯାଏ ଟଙ୍କା ଟିଏ ମଧ୍ଯ ଯୁଗ୍ମ ଆକାଉଣ୍ଟକୁ ଆସି ନାହିଁ ଯାହା ଫଳରେ ଠକାମିର ଶିକାର ହୋଇଥିଲି। ଶେଷରେ କ୍ରାଇମ୍ ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍ ବ୍ରାଞ୍ଚ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଛନ୍ତି, ତଥା ମାମଲାର ଅନୁସନ୍ଧାନ କରୁଛନ୍ତି। ଆହୁରି ଅନେକ ଲୋକ ଯୋଉ ମାନେ ସୌମ୍ଯ ର ଠକାମି ର ଶିକାର ହୋଇଛନ୍ତି ସେମାନେ ମଧ୍ୟ ଡାଃ ମୀନୁଙ୍କ ସହ ଯୋଗାଯୋଗ କରିଛନ୍ତି। ଆଗାମୀ ଦିନରେ ସେମାନେ ଆଇନ ର ଦ୍ୱାରସ୍ଥ ହେବେ। ସୌମ୍ଯ ରଞ୍ଜନ ଡାଃ ମୀନୁଙ୍କ ସ୍ୱାମୀ ଠାରୁ ଏକ କୋଟି ଛବିଷ ଲକ୍ଷ୍ୟ ବୟlନବେ ହଜlର ଟଙ୍କା ନେଇଛନ୍ତି।ଡାଃ ମୀନୁ ସ୍ୱାମୀଙ୍କୁ ବାରମ୍ଵାର ଧମକ ଦେବାରୁ ମୋ ସ୍ୱାମୀ ଲାଲବାଗ୍ ଥାନାରେ ଅଭିଯୋଗ କରିଛନ୍ତି। ଲାଲବାଗ୍ ଥାନା ଅଧିକାରୀ ଏତଲା ଦୟାର। କରିଛନ୍ତି

କଟକ ପ୍ରଦୀପ କାଣ୍ଡି

Leave a Reply

Your email address will not be published. Required fields are marked *