• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

୬ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ପୋଲିସ

ପାର୍ବଣ ସମୟରେ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ କାରବାର ଉପରେ ଜୋରଦାର ଚଢ଼ର ଜାରି ରହିଛି । ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୯୨ ଲିଟର ଚୋରା ମଦ ଜବତ କରାଯାଇଛି। ମଦ ଚୋରା କାରବାରରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତ ବନ୍ଧା ହୋଇଛନ୍ତି। ସେମାନଙ୍କୁ କୋର୍ଟଚଲଣ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୩ଟି ବାଇକ ଜବତ ହୋଇଛି l ତାଳଚେର, ନାଲ୍‌କୋ, ପିଟିସି ଛକ, ବଡ଼କେରା, ବଇଣ୍ଡା ଇଲାକାରେ ଏହି ଚଢ଼ର କରି ଏହି ସଫଳତା ମିଳିଛି। ଚଢ଼ାଉରେ ଆଇଆଇସି ରମ୍ଭା ବାଗ୍, ଏସ୍ଆଇ ଗାୟତ୍ରୀ ମାଝି, ଏସ୍ଆଇ ହଟିଆ ବେହେରା, ଏଇ ସଞ୍ଜୟ ମାରାଣ୍ଡିଙ୍କ ସମେତ ଅନ୍ୟ ଷ୍ଟାଫ୍ ସାମିଲ ରହିଥିଲେ ।

Leave a Reply

Your email address will not be published. Required fields are marked *