• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହୃଦଘାତ ରେ ଧର୍ମପରାୟଣ ବ୍ଯକ୍ତିଙ୍କ ପରଲୋକ

Bymamatanews

Feb 27, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତର ତ୍ରିଲୋଚନ ପାଣି ନାମକ ବ୍ୟକ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ଶ୍ରୀ ପାଣି ୭୦ ବୟସରେ ମୃତ୍ୟୁ ଘଟିଛି। ବଅଁରପାଳ ଅଞ୍ଚଳରେ ଜଣେ ଖାଦ୍ୟ ସମାଗ୍ରୀ ହୋଲସେଲ ବ୍ୟବସାୟ କରନ୍ତି ଓ ଗ୍ରାମରେ ଗାୟତ୍ରୀ ଅନୁଷ୍ଠାନର ଆଗଧାଡିର କର୍ମକର୍ତ୍ତା ଥିଲେ। ଶିବରାତ୍ରି ରାତି ପ୍ରାୟ ୯ ଘଟିକା ସମୟରେ ହୃଦଘାତ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ବହୁ ନାତି ନାତୁଣୀ, ଧର୍ମପତ୍ନୀ ପରିବାରବର୍ଗ ଉପସ୍ଥିତ ଥିଲେ। ଶ୍ରୀ ପାଣିଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଖେଳିଯାଇଛି। ତାଙ୍କ ଅନ୍ତିମ ସତ୍କାର ପରିବାରବର୍ଗ ଓ ଗ୍ରାମବାସୀ ଙ୍କ ଦ୍ଵାରା ଆଜି ପୁରୀ ସ୍ଵର୍ଗଦ୍ଵାର ରେ କରାଯିବ।

Leave a Reply

Your email address will not be published. Required fields are marked *