• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନୂତନ ସରକାରଙ୍କ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂତନ ମଧ୍ୟାହ୍ନ ଭୋଜନ ଯୋଜନା

Bymamatanews

Mar 27, 2025
Spread the love

ପୂରଣ ହେବ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପୋଷଣ। ନବମ ଏବଂ ଦଶମ ଶ୍ରେଣୀ ଛାତ୍ରାଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ରନ୍ଧାଖାଦ୍ୟ ଦିଆଯିବ। ଏହାସହ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୋମବାର, ବୁଧବାର, ଶୁକ୍ରବାର ଦିନ ଅଣ୍ଡା ଏବଂ ମଙ୍ଗଳବାର, ଗୁରୁବାର, ଶନିବାର ଦିନ ପୋଷଣଯୁକ୍ତ ଲଡ଼ୁ ଦିଆଯିବ।

Leave a Reply

Your email address will not be published. Required fields are marked *