• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହବିଷ୍ୟାଳିଙ୍କୁ ଉଦ୍ଧାର କଲେ ଇଆରଏସଏସ ଦଳ

Bymamatanews

Oct 27, 2024
Spread the love

ପୁରୀ ସିଂହଦ୍ୱାର ଥାନା ନିକଟସ୍ଥ ବଡଦାଣ୍ଡରେ ଜିଲ୍ଲା ବାହାରୁ ଆସିଥିବା ଦୁଇ ଜଣ ହବିଷ୍ୟାଳି ଅଚେତ ହୋଇ ରାସ୍ତା କଡ଼ରେ ପଡି ଯାଇଥିଲେ । ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତି 112 (୧୧୨)କୁ କଲ କରି ଅବଗତ କରିଥିଲେ। ERSS( ଇଆରଏସଏସ) ଦଳ ପକ୍ଷରୁ ତୁରନ୍ତ ସ୍ଥାନୀୟ ଥାନାକୁ ଯୋଗାଯୋଗ କରାଯିବା ସହ ଉଭୟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *