• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆଗାମୀ ପର୍ବ ମହୋତ୍ସବ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବୈଠକ

Bymamatanews

Mar 28, 2025
Spread the love

A vedio conference was held today by SP Angul with all the IICs & Senior Police officers of Angul district. Instructions were imparted to ensure peaceful celebrations of upcoming Eid, Ram Navami and Hanuman Jayanti.

ଅନୁଗୁଳ ଜିଲ୍ଲାର ସମସ୍ତ ଥାନାଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଜି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଭିଡିଓ କନଫରେନ୍ସ ମାଧ୍ୟମ ରେ ଆଲୋଚନା କରିଥିଲେ । ଏହି ସଭାରେ ଆଗାମୀ ଈଦ୍, ରାମନବମୀ ଏବଂ ହନୁମାନ ଜୟନ୍ତିକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବା ପାଇଁ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *