• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସରକାରୀ ଓକିଲ ଭାବେ ନିଯୁକ୍ତ ହେଲେ ପୁରୁଷୋତ୍ତମ ନାୟକ

Bymamatanews

Dec 28, 2025
Spread the love

ଅନୁଗୋଳ ଜିଲ୍ଲା ଓକିଲ ସଂଘ ର ସହ ସମ୍ପାଦକ ତଥା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ର ଜିଲ୍ଲା ଉପ ସଭାପତି ଶ୍ରୀ ପୁରୁଷୋତ୍ତମ ନାୟକ ସରକାରୀ ଓକିଲ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ନିଯୁକ୍ତି ପାଇଁ ସେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ

ଅନୁଗୋଳ ର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗକୁ ସମାଜ ର ସମସ୍ତ ଶ୍ରେଣୀ ର ଲୋକେ କେମିତି ଉଚିତ୍ ନ୍ୟାୟ ପାଇ ପାରିବେ ସେଥି ନିମନ୍ତେ କାର୍ଯ୍ୟ କରିବା ପାଇଁ ସେ ସମ୍ପୂର୍ଣ ଭାବେ ଚେଷ୍ଟା କରିବେ ବୋଲି ପ୍ରେସ ବାର୍ତ୍ତା ରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *