• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଏବେବି ଟ୍ରଲି ରେ ବୁହା ହେଉଛି ରୋଗୀ,

Bymamatanews

Sep 29, 2024
Spread the love
https://youtu.be/iT-f_uHBDWU?si=52jZVJA1BkG_dqRR

ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳରେ

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଜି ରାତ୍ର ୯ ଘଟିକା ବେଳେ ଏକ ଟ୍ରଲି ରେ ବୁହା ହୋଇ ରୋଗୀ ଆସିଥିବା ଦେଖିବାକୁ ମିଳିଥିଲା। ସୂଚନା ଯେ, ବନାରସ୍ ଅଞ୍ଚଳର ଜଗଦୀଶ କୁମାର ଙ୍କ ପୁଅ ବୀର୍ କୁମାର ପାଖରେ। ଅନୁଗୋଳ ସହରର ହେମସୁରପଡା ଅଞ୍ଚଳରେ ଜଗଦୀଶ ରହି କାର୍ଯ୍ୟ ପରିବାର ପ୍ରତିପୋଷଣ କରନ୍ତି। ଆଜି ସନ୍ଧ୍ୟା ସମୟରେ ବୀରର ଦେହ ଖରାପ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ପରିବାର ଲୋକେ ଏକ ଟ୍ରଲି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ଟ୍ରଲି ରେ ରୋଗୀ ବୁହା ଭଳି ସମ୍ବେଦନଶୀଳ ଘଟଣା ବୁଦ୍ଧି ଯିବି ମହଲାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *