• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୁର୍ନୀତି ମୁକ୍ତ ବିକଶିତ ଓଡ଼ିଶା ୨୦୩୬ ହାସଲ କରିବା ଲକ୍ଷ୍ୟ।

Bymamatanews

Oct 29, 2024
Spread the love

ସତ୍ୟ-ନିଷ୍ଠ ସଂସ୍କୃତି ହିଁ, ରାଷ୍ଟ୍ର ସମୃଦ୍ଧିର ଭିତ୍ତିଭୂମି’

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ଅବସରରେ ଲୋକସେବା ଭବନର କନଭେନସନ ହଲରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଅଂଶସ୍ଵରୂପ ଆଭାସୀ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶପଥପାଠ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଉପସ୍ଥିତ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ, ସମସ୍ତ ଅଧିକାରୀ ଓ କର୍ମଚାରୀଗଣଙ୍କ ସାଧୁତା ଶପଥପାଠ।

Leave a Reply

Your email address will not be published. Required fields are marked *