• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପରିତ୍ୟକ୍ତ କୂଅରେ ଖସିଲେ ୧୫ରୁ ଉର୍ଧ୍ବ ଜଙ୍ଗଲୀ ବାରହା ।

Bymamatanews

Oct 29, 2024
Spread the love

ପରିତ୍ୟକ୍ତ କୂଅରେ ଖସିଲେ ୧୫ରୁ ଉର୍ଧ୍ବ ଜଙ୍ଗଲୀ ବାରହା ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମ ପଞ୍ଚାୟତ ଭଗାମୁଣ୍ଡା କିସାନସାହିରେ ଥିବା ଏକ ପରିତ୍ୟକ୍ତ କୂଅରେ ୧୫ରୁ ଉର୍ଧ୍ବ ଜଙ୍ଗଲୀ ବାରହା ଖସି ପଡିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ନିକଟସ୍ଥ ଜଙ୍ଗଲରୁ ଏହି ବାରହା ମାନେ ଖାଦ୍ୟ ଅନ୍ୱେଷଣରେ ଆସି ଗାଁ ନିକଟରେ ଥିବା ଏକ ୨୦ ଫୁଟ୍ ଗଭୀର କୂଅରେ ଖସି ପଡ଼ିଥିଲେ । ଆଜି ସକାଳୁ ଏହା ଦେଖି ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ପହଞ୍ଚି ଜେସିବି ସାହାଯ୍ୟ ରେ ଉଦ୍ଧାର କରିଛି।

କେନ୍ଦୁଝରରୁ ରଞ୍ଜନ ବେହେରା

Leave a Reply

Your email address will not be published. Required fields are marked *